Jump to content

ଖର୍ବକାୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର୍ବକାୟ
ଉଚ୍ଚାରଣ: Kharbakāya
(ଖର୍ବକାୟା—ସ୍ତ୍ରୀ)

ସଂ. ବିଣ. ଫୁ. (ବହୁବ୍ରୀହି; ଖର୍ବ+କାୟ) —

କ୍ଷୂଦ୍ରାବୟବ— ବିଶିଷ୍ଟ; ବାମନ; ବାଙ୍ଗର — Dwarfish; of stunted growth.