Jump to content

ଖର୍ବଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର୍ବଟ
ଉଚ୍ଚାରଣ: Kharbata

ସଂ. ବି. (ଖର୍ବ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) —

୧: ଚାରିଶତ ଗ୍ରାମ ମଧ୍ୟସ୍ଥ ଗ୍ରାମ —୧. A village in the centre of ୪୦୦ villages.

୨: ଯେଉଁ ଗ୍ରାମରେ ବଜାର ବା ହାଟ ବସେ, ପାଟଣା — ୨. A market-town.

ବୈକୁଣ୍ଠ ଖର୍ବଟ ପରି, ବିଲୋକିତ ଏକପୁରୀ ଭଞ୍ଜ. ବୈଦେହୀଶବିଳାସ

୩: ପାର୍ବତ ପ୍ରାନ୍ତବର୍ତ୍ତୀ ଗ୍ରାମ — ୩. A village at the foot of a hill.

ଖେଟ ଖର୍ବଟ ବାଟୀବନେ, ଦୁର୍ଗମ ପର୍ବତ କାନନେ ଜଗନ୍ନାଥ. ଭାଗବତ

[ଦ୍ର—'କରବାଡ଼' ଶବ୍ଦ ଏହି ଶବ୍ଦର ଅପଭ୍ରଷ୍ଟ]