Jump to content

ଖର୍ବିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର୍ବିବା
ଉଚ୍ଚାରଣ: Kharbibā

ଦେ. କ୍ରି (ପଦ୍ୟ) (ସଂ. ଖର୍ବ) —

(ଗର୍ବ, ଦମ୍ଭ) ଚୂର୍ଣ୍ଣ କରିବା; ଖର୍ବ କରିବା —To diminish; to subdue.

କେ ରଚିଲା କହ ଉତ୍କଳେ ଖର୍ବି ପର୍ବତ ଖର୍ବ ପର୍ବତ ଦମ୍ଭ—ମଧୁସୁଦନ. ଉତ୍କଳଗାଥା