Jump to content

ଖର୍ବ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର୍ବ କରିବା
ଉଚ୍ଚାରଣ: Kharba Karibā
খরবকরা खरबकरना

ଦେ. କ୍ରି. —

୧: (ଗର୍ବ) ଚର୍ଣ୍ଣ କରିବା; ଅପମାନ ଦେବା —To humiliate; to make one eat the humble pie.

୨: କାମାଇଦେବା; ହ୍ରାସ କରିବା —୨. To diminish.