Jump to content

ଖରୟାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରୟାନ
ଉଚ୍ଚାରଣ: Kharaj̄āna

ସଂ. ବି (ମ. ପ. ଲୋ. କର୍ମଧା; ଖର+ୟାନ) —

ଗଧଟଣା ଗାଡ଼ି — Cart drawn by asses.