ଖଲ
ଦେଖଣା
ଖଲ —
ଉଚ୍ଚାରଣ: Khala
খল
खरल, खल
খলনী
ସଂ. ବି (ଖଳ୍ ଧାତୁ+ ଅଧି ଅ) —
୧: ଔଷଧାଦି ବାଟିବା ପାଇଁ ବ୍ୟବହୃତ ପାତ୍ର ବିଶେଷ; ଖଲ୍ଲ —୧. A mortar for pounding medicine.
[ଦ୍ର— ଖାଲୁଆ ପାତ୍ରକୁ ଖଲ ଓ ଯେଉଁ ଲମ୍ବ ପ୍ରସ୍ତରଖଣ୍ଡଦ୍ବାରା ତହିଁରେ ବଟାଯାଏ ତାହାକୁ ପୁଆ ବୋଲାଯାଏ]
୨: (ଫା. ଖୋଲୀ)—ବଣିଆମାନଙ୍କର ଏକ ଛାଞ୍ଚ; ୟାହା ସାହାର୍ୟ୍ୟରେ ବଣିଆମାନେ ଗୋଲ ଫମ୍ପା କଣ୍ଠି ଆଦି ତିଆରି କରନ୍ତି; ଠସା — ୨. A kind of goldsmith's mould.