Jump to content

ଖଲତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲତ୍
ଉଚ୍ଚାରଣ: Khilat

ବୈଦେ. ବି. (ଆ. ଖିଲ୍ଅତ୍) —

ରାଜାଙ୍କଠାରୁ ସମ୍ମାନସୂଚକ ଉପାଧି ପାଇଥିବା ବ୍ୟକ୍ତିଙ୍କୁ ଦିଆଯିବା ସମ୍ମାନସୂଚକ

খিলাত্; খেলাত্ खिलअत्

ପରିଚ୍ଛଦ; ଶିରୋପା —A robe presented to a recepient of a title of honour by the king or government as a token of favour.

[ଦ୍ର—ଯେଉଁ ବ୍ୟକ୍ତିଙ୍କୁ ଗଭର୍ଣ୍ଣମେଣ୍ଟ ରାୟସାହେବ୍, ରାୟ— ବାହାଦୁର୍ ଆଦି ଉପାଧି ଦିଅନ୍ତି ସେମାନେ ଭକ୍ତିର ନିଦର୍ଶନସ୍ବରୂପ ସରକାରଙ୍କୁ ଭେଟି (ନଜରାନା) ଦିଅନ୍ତି ଓ ସରକାର ତାଙ୍କୁ ଅନୁଗ୍ରହର ଚିହ୍ନସ୍ବରୂପ ଶିରୋପା (ଖିଲତ୍) ଦିଅନ୍ତି ଏହା ବହୁମୂଲ୍ୟ ପୋଷାକ, ତରବାରୀ, ଘଡ଼ି ଆଦି ରୂପେ ଦିଆଯାଏ ପୁରୁଣାକାଳରେ ଆମଦେଶର ରାଜାମାନେ ପଦସଙ୍ଗେ ଶିରପା ବା ଶୀଢ଼ୀ ଦେଉଥିଲେ]