ଖଲାଛେଦ୍
ଦେଖଣା
ଖଲାଛେଦ୍ —
ଉଚ୍ଚାରଣ: Khalāchhed
ପ୍ରାଦେ. (ସମ୍ବଲପୁର) ବି —
ଖଳାରେ ଧାନ ଅମଳ ଶେଷ ହେବା ଦିନର ଉତ୍ସବ; ଖଳାଉଠା — A festival observed by a cultivator on the last day of his threshing.
[ଦ୍ର—ଏଦିନ ୟାହା ଧାନ ଅମଳ ହୁଏ କୃଷକ ତହିଁରୁ ଅଧେ ଦୁଃଖୀରଙ୍କୀ, ବୈଷ୍ଣବ ଓ ମୂଲିଆଙ୍କୁ ବିତରଣ କରେ]