Jump to content

ଖଲାସିନାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲାସିନାଳ
ଉଚ୍ଚାରଣ: Khalāsināḻa
খালাসীনালা खलासी नाला

ଦେ. ବି —

ସଫେଇ ନାଳ; ଯେଉଁ ନାଳଦ୍ବାରା କୌଣସି ସ୍ଥାନରେ ଜମିବା ପାଣି ଖଲାସ୍ ହୁଏ ବା ବହିଯାଏ — A drainage or channeel for the discharge of surplus or collected water from a place.