ଖଲାସ୍
ଖଲାସ୍ —
ଉଚ୍ଚାରଣ: Khalās
খলাস
खलास
ବୈଦେ. ବି. (ଆ. ଖଲାଶୀ=ମୁକ୍ତି) —
୧: ମୁକ୍ତି — ୧. Liberation; deliverance.
୨: ବିପଦରୁ ଉଦ୍ଧାର ପାଇବା ବା ପାର ହେବା — ୨. Coming out of a danger.
୩: କାରାମୁକ୍ତ — ୩. Release from imprisonment.
୪: ବିପଦ ବା ଦାୟିତ୍ବରୁ ଉଦ୍ଧାର କରିବା — ୪. Rescuing from danger or liability.
୫: ୟନ୍ତ୍ରଣାରୁ ମୁକ୍ତି — ୫. Release from pain.
୬: ଗର୍ଭବେଦନାରୁ ମୁକ୍ତିଲାଭପୁର୍ବକ ପ୍ରବସ — ୬. Delivery of a pregnant woman by giving birth.
୭: ଦାୟିତ୍ବରୁ ମୁକ୍ତି — ୭. Discharge from a liability.
ବୈଦେ. ବିଣ. (ଆ. ଖଲାଶ=ମୁକ୍ତ) —
୧: ବନ୍ଧନମୁକ୍ତ — ୧. Released.
୨: ବିପଦମୁକ୍ତ —୨. Rescued; delivered from danger.
୩: ଦାୟିତ୍ବମୁକ୍ତ — ୩. Discharged from a responsibility.
୪: ଋଣମୁକ୍ତ —୪. Freed from a debt.
୫: କାରାମୁକ୍ତ —୫. Liberated from imprisonment.
୬: ଶିଶୁ ପ୍ରସବ କରିବାଦ୍ବାରା ଗର୍ଭବେଦନାରୁ ମୁକ୍ତ (ସ୍ତ୍ରୀ) — ୬. (woman) Delivered of the pangs of child birth.
୭: ଖତମ୍; ସମାପ୍ତ — ୭. Finished; completed.