Jump to content

ଖଲାସ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲାସ୍ କରିବା
ଉଚ୍ଚାରଣ: Khalās karibā
খলাসকরা खलासकरना

ଦେ. କ୍ରି —

୧: କାରାମୁକ୍ତ କରିବା — ୧. To set free.

୨: ରେଳ ବା ଡଙ୍ଗାରୁ ବୋଝ ଉତାରିବା — ୨. To unload.

୩: ଅବରୁଦ୍ଧ ସ୍ଥାନରୁ ଜଳ ଆଦି ଛାଡ଼ିବା — ୩. To release; to discharge (liquid).

୪: ବିପଦରୁ ମୁକ୍ତ କରିବା — ୪. To liborate from danger.

୫: ସମ୍ପତ୍ତିରୁ ବନ୍ଧକ—ଦାୟିତ୍ବରୁ ଅବ୍ୟାହତି ହେବା — ୫. To free from encumbrance or lien.

୬: ମନ୍ତ୍ରୟନ୍ତ୍ରାଦିଦ୍ବାରା ଗର୍ଭସ୍ଥ ଭ୍ରୂଣକୁ ବାହାର କରିବା — ୬. To cause the child in the womb to be delivered.

୭: ବୀର୍ୟମୋକ୍ଷଣ କରିବା — ୭. To discharge one's semen.

୮: କୌଣସି ବ୍ୟକ୍ତିକୁ ଋଣରୁ ମୁକ୍ତ ବା ଅବ୍ୟାହତି କରିବା — ୮. To free or dischange a person from a debt or liability.

୯: କୌଣସି ସ୍ତ୍ରୀଲୋକକୁ ପ୍ରସବ କରିବା ବିଷୟରେ ସାହାଯ୍ୟ କରିବା — ୯. To assist a woman in child-birth.