ଖଲାସ୍ ଦେବା
ଦେଖଣା
ଖଲାସ୍ ଦେବା —
ଉଚ୍ଚାରଣ: Khalās debā
খলাসদেওয়া
खलासदेना
ଦେ. କ୍ରି —
୧: କାରାମୁକ୍ତ କରିବା — ୧. To discharge from jail.
୨: ଦାୟିତ୍ବରୁ ମୁକ୍ତ କରିବା — ୨. To liberate from any responsibility.