ଖଲାସ୍ ପାଇବା
ଦେଖଣା
ଖଲାସ୍ ପାଇବା —
ଉଚ୍ଚାରଣ: Khalās pāibā
কলাসপাওয়া
खलासपाना
ଦେ. କ୍ରି —
୧: ବନ୍ଧନ, ଦାୟିତ୍ବ, ୟନ୍ତ୍ରଣା, ବିପଦ ଆଦିରୁ ମୁକ୍ତ ହେବା — ୧. To be freed from any liability, debt, imprisonment, danger or trouble.
୨: ବନ୍ଧନରୁ ମୁକ୍ତ ହେବାର ଆଦେଶ ପ୍ରାପ୍ତ ହେବା — ୨. To get an order for one's release.
୩: ଗର୍ଭୟନ୍ତ୍ରଣାରୁ ମୁକ୍ତ ହେବା; ପ୍ରବସ କରିବା — ୩. To be delivered of a child.