ଖଲାସ୍ ହେବା
ଦେଖଣା
ଖଲାସ୍ ହେବା —
ଉଚ୍ଚାରଣ: Khalās hebā
খলাসহওয়া
खलास होना
ଦେ. କ୍ରି. —
୧: (ଜମା ହୋଇଥିବା ପାଣି) କୌଣସି ବାଟ ବା ନାଳ ଦେଇ ବୋହି ଯିବା — ୧. (accumulated water) to be discharged through a channel or outlet.
୨: ଖଲାସ୍ ପାଇବା (୧, ୩: ) (ଦେଖ) ୨. Khalās pāibā (୧, ୩) (See)