Jump to content

ଖଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲି
ଉଚ୍ଚାରଣ: Khali

ଦେ. ବି. —

୧: ପୁଞ୍ଜି ବୁଣା ଯାଇଥିବା ଧାନକିଆରିରେ ପୁଞ୍ଜିଗଛ ଛଡ଼ା ଗୋଟିକିଆ ଧାନଗଛ ଓ ଘାସ —୧. Single weeds and paddy plants growing in a filed where paddy is grown in clusters.

୨: ଖାଦ୍ୟ ବାଢ଼ିବା ପାଇଁ ଏକତ୍ର ସିଆଁ ହୋଇଥିବା ଶାଳା ଆଦି ଗଛିର ପତ୍ରମାନ; ଶଳାକାସ୍ୟୂତ ଶାଳପତ୍ର; ଖଲିପତ୍ର — ୨. Leaves sewn together for being used as food-plates.

ମାତା ଖାଙ୍କେରୀ କି ପୁତ୍ର ଯେ ଭଣ୍ଡାରି କାଖେ ୟାକି ଅଛି ଖଲି ପୀତାମ୍ବର. ନୃସିଂହପୁରାଣ

୩: ଥଟ୍ଟା —୩. Joke; jesting.

୪: ଗୋରୁଗାଈଙ୍କର ଗୋଡ଼ ଘୋଷାରି ଚାଲିବା ରୋଗ ବିଶେଷ —୪. Stringhalt of cattle; chronic muscular spasms on the legs of cattle.

୫: ରସମୟ ବାକ୍ୟ; ବାକ୍ୟରେ ରସିକତା — ୫. Wit and humour in speech.

୬: କୌଣସି ବ୍ୟକ୍ତିକୁ ପରୋକ୍ଷଭାବରେ ଲକ୍ଷ୍ୟକରି କୁହାଯିବା ବ୍ୟଙ୍ଗ୍ୟବଚନ —୬. Innuendo; side-hint.

୭: (ସଂ. ଖଲ୍ଲୀ) ଦୁର୍ବଳତା ବା ବାତ ବିକାର ଯୋଗୁଁ ହାତ ଗୋଡ଼ର ସାମୟିକ ସ୍ତମ୍ଭନ —୭. Cramp in the hands and legs.

ପ୍ରାଦେ. (ସମ୍ବଲପୁର) ବି —

ଖଳି (ଦେଖ) — Khaḻi (See)