ଖଲିଆ
ଦେଖଣା
ଖଲିଆ —
ଉଚ୍ଚାରଣ: Khaliā
ঝনকা
लंग; लंगड़ाहट
ঝনকা
लंगड़ा
ଦେ. ବି (ସଂ. ଖଲ୍ଲୀ) —
ଖଲ୍ଲୀ; ଗୋରୁମାନଙ୍କ ଗୋଡ଼ର ରୋଗ ବିଶେଷ —Stringhalt of cattle; chronic muscular spasms on the leg; springhalt.
ଦେ. ବିଣ —
୧: ଖଲିରୋଗାକ୍ରାନ୍ତ (ଗୋରୁ) — ୧. (cattle, Suffering from stringhalt.)
୨: ଥଟ୍ଟାଯୁକ୍ତ; ଥଟଲି — ୨. Jestive; jocular; witty.
ପ୍ରାଦେ. (ସମ୍ବଲପୁର) —
ଖଳିଆ (ଦେଖ) — Khaḻiā (See)
ପ୍ରାଦେ. (ସମ୍ବଲପୁର) ବି —
୧: କୃଷିର ଅଯୋଗ୍ୟ ଜଳମୟ ଖାଲ ଜମି —୧. A low marshy land unfit for cultivation.
୨: ଚିକିଟା ମାଟିରେ ପାଣି ଜମି ରହିଥିବା ଚତରା ବା ଖାଲ —୩. A small pool at the foot of a hill where water is left in summer.
[ଦ୍ର—ବନ୍ୟ ପଶୁମାନେ ଏଠାକୁ ପାଣି ପିଇବାକୁ ଆସନ୍ତି]