ଖଲିପତ୍ର
ଦେଖଣା
ଖଲିପତ୍ର —
ଉଚ୍ଚାରଣ: Khalipatra
ଦେ. ବି —
୧: ଶାଳ ପ୍ରଭୃତି ଗଛର ଏକାଧିକ ପତ୍ର ଖଡ଼ିକାଦ୍ବାରା ପରସ୍ପର ସଙ୍ଗେ ସିଲାଇହୋଇ ପ୍ରସ୍ତୁତ ହୋଇଥିବା ବୃହଦାକାର ଗୋଲ ଓ ବର୍ତ୍ତୂଳ ପତ୍ର — ୧. Eating plate prepared by sewing many Sal-leaves together.
୨: ଖଡ଼ିକାରେ କାଠପତ୍ର ସିଆଁ ହୋଇ ତିଆରି ହୋଇଥିବା ପାତ୍ର ବା ଚଉପଦୀ —୨. Improvised plates or cups prepared by sewing leaves together.
୩: ଯେଉଁ ପତ୍ର (ଶଳ, ଡ଼ିମ୍ବିରି ଆଦି) ସିଆଁ ହୋଇ ଖଲି ତିଆରି ହୁଏ —୩. Sal and other tough leaves fit for being sewn into plates.