ଖଲିପଶିବା
ଦେଖଣା
ଖଲିପଶିବା —
ଉଚ୍ଚାରଣ: Khalipaṡibā
খালধরা, খিলধরা
हातबएठना
ଦେ. ବି (ସଂ. ଖଲ୍ଲୀ—ଯୋଗେଶଚନ୍ଦ୍ର) —
ବାତ ବିକାର ବା ଦୁର୍ବଳତାରୁ କିମ୍ବା ଗଣ୍ଠିରେ ପବନ ଅଟକି ଯିବାରୁ ହାତଗୋଡ଼ର ସ୍ତମ୍ଭନ ବା କିଛିକ୍ଷଣ କେମ୍ପା ହେଲା ପରି ଜଣାଯିବା — Cramp; temporary numbness of limbs due to wind in the body or weakness.
ହସ୍ତ ଖଲି ପଶଇ ଆଙ୍ଗୁଷ୍ଠି ହୁଏ ମେଞ୍ଚ—ପୀତାମ୍ବର. ନୃସିଂହପୁରାଣ