Jump to content

ଖଲିପିଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲିପିଠା
ଉଚ୍ଚାରଣ: Khalipithā

ଦେ. ବି (ପିଠାଉ ପିଣ୍ଡୁଳାର ଚାରିପାଖରେ ଖଲିପତ୍ର ଦିଆ ୟାଉ— ଥିବାର) —

ପୋଡ଼ପିଠା —

Cake made by putting the dough in a packet of leaves and putting it inside live charcoal.