Jump to content

ଖଲିବଛା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲିବଛା
ଉଚ୍ଚାରଣ: Khalibachhā

ଦେ. ବି —

ପୁଞ୍ଜିବୁଣା ଧାନ କିଆରିରୁ ଗୋଟିକିଆ ଧାନଗଛ ଓ ଘାସସବୁ ବାଛି ଓପାଡ଼ିଦେବା — The weeding out of single paddy- plants and weeds from a paddy-field in which paddy is grown in clusters.