Jump to content

ଖଲିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲିବା
ଉଚ୍ଚାରଣ: Khalibā
খলেমাড়া खरलकरना; खलना

ଦେ. କ୍ରି. (ସଂ. ଖଲ୍ଲ) —

୧: ଖଲରେ ମର୍ଦ୍ଦନ କରିବା — ୧. To pund with pestle and mortar.

ଖଲି ମୃଗମଦ ଚିତ୍ରିବି ପ୍ରମୋଦରରେ ଉରୋଜ ନ଼ଡ଼ିଆ କବିସୂର୍ଯ୍ୟ ରତ୍ନାକରଚମ୍ପୁ ଖ ଗୀତ

୨: ସୁନାରୂପାର ପାତିଆକୁ ଠୋଲକା କରିବା ପାଇଁ ଠସାରେ ରଖି ବାଡ଼େଇବା —୨. To beat bits of gold or silver leaf into globular shape in a mould.