ଖଲୁରି
ଦେଖଣା
ଖଲୁରି —
ଉଚ୍ଚାରଣ: Khaluri
এডোঘর
ଦେ. ବି. (ସଂ. ଖଲୂରିକା=ବ୍ୟାୟାମଭୁମି) —
ଦାଣ୍ଡିଘରର ଆଡ଼ବାଗରେ ଥିବା ଘର — House built crosswise joining two long rows of houses at the ends.
[ଦ୍ର—ଖଞ୍ଜାର ଦୁଇ ବିପରୀତ ଦିଗରେ ଥିବା ଲମ୍ବ ଘରକୁ ଧାଉଡ଼ି ଘର ଓ ଆଡ଼ବାଗରେ କରାଯାଇଥିବା ଘରକୁ ଖଲୁରି ବୋଲାଯାଏ]