ଖଲ୍ଲ
ଦେଖଣା
ଖଲ୍ଲ —
ଉଚ୍ଚାରଣ: Khalla
ସଂ. ବି. (ଖଳ+ଲା ଧାତୁ+କର୍ମ. ଅ) —
୧: ଔଷଧ ମର୍ଦ୍ଦନାର୍ଥ ପ୍ରସ୍ତରପାତ୍ର; ଖଲ —୧. Mother.
୨: ଚାତକ ପକ୍ଷୀ — ୨. Pied-crested cuckoo; Coccyster.
୩: ଚର୍ମ; ଚମଡ଼ା —୩. Skin; leather.
୪: ଚମମୁଣା —୪. Leathern water-bag.
୫: ଖାଲ; ଗର୍ତ୍ତ —୫. Hole; pit.
୬: ପହଣୀ; ନାଳ —୬. Canal; tranch.