Jump to content

ଖଲ୍ଲୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲ୍ଲୀ
ଉଚ୍ଚାରଣ: Khallī

ସଂ. ବି —

୧: ଗୋଡ଼ହାତର ଅଗରେ ଛୁରୀ ମାରିବାପରି ବେଦନା — ୧. Shooting pain in the extremities of the limbs.

୨: ବହୁକ୍ଷଣ ଏକ ଜାଗାରେ ହାତ ବା ଗୋଡ଼ ଅଚଳ ହୋଇ ରହିଯିବା ଯୋଗୁଁ ଜାତ ସାମୟିକା ସ୍ତମ୍ଭନ ବା ଅବଶତା — ୨. Cramp in the hands or legs.