ଖଳଖଳିଆ
ଦେଖଣା
ଖଳଖଳିଆ —
ଉଚ୍ଚାରଣ: Khaḻakhaḻiā
(ଖଳଖଳେଈ—ସ୍ତ୍ରୀ)
ଦେ. ବିଣ (ଫୁ) —
୧: ଡବଡବା; ଯେଉଁ ଲୋକ ପେଟରେ କୌଣସି କଥା ସମ୍ଭାଳି ରଖି ପାରେ ନାହିଁ — ୧. (a person) Who can not keep a secret; babbling (person).
୨: ପରିଷ୍କାରରୂପେ ହୋଇଥିବା (ଝାଡ଼ା) — ୨. Copiously or well evacuated (stools)
୩: ୟଥେଷ୍ଟ —୩. Adequate; ample.
୪: ପର୍ୟ୍ୟାପ୍ତ —୪. Plentiful; abundant.
୫: ବହୁପରିମିତ —୫. Copious; profuse.