ଖଳବଳ
ଦେଖଣା
ଖଳବଳ —
ଉଚ୍ଚାରଣ: Khaḻabaḻa
ଦେ. ବିଣ —
୧: ଭୀତ —୧. Frightened.
୨: କ୍ରସ୍ତ ଓ କମ୍ପିତ; ତରଛ — ୨. Trembling through fright.
୩: ବିଶେଷ ଭୟଯୋଗୁଁ ଇତସ୍ତତଃ ପଳାୟମାନ — ୩. Fleeing away in defferent directions through a sudden fright.
ସେ ପୃଥୀ ଜନ ଜନ୍ତୁ ହୋଇଲେ ଖଳବଳ ପକାଇ ପଶିଲେ ଯାଇ ପର୍ବତ କନ୍ଦର ପୀତାମ୍ବର. ନୃସିଂହପୁରାଣ
୪: ଅସ୍ଥିର —୪. Restless.
হৈচৈ; খলল
खरभर; खलबल
ଦେ. ବି. —
ଗୋଳ; ହଲ୍ଲା —Noise; row; ado.
ଖଳବଳ ଲାଗିଥିବ ନିଶ୍ଚଳ ନୁହଇ— ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା