Jump to content

ଖଳମୂର୍ତ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଳମୂର୍ତ୍ତି
ଉଚ୍ଚାରଣ: Khaḻamūrtti

ସଂ. ବି (ଖଳ=ସ୍ଥାନ+ମୂର୍ତ୍ତି=ଆକୃତି; ସ୍ଥାନାନୁରୁପ ଆକୃତି ପ୍ରାପ୍ତ ହୁଏ ବୋଲି) —

ପାରଦ; ପାରା — Quicksilver.