Jump to content

ଖଳାଉଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଳାଉଠା
ଉଚ୍ଚାରଣ: Khaḻāuṭhā

ଦେ. ବି —

ପତନଉଠା ଭୋଗ; ଯେଉଁ ଦିନ କୃଷକର ଖଳାରେ ଜମାଥିବା ଧାନ ବିବାକ୍ ଅମଳ ହୋଇ ଯାଏ ସେଦିନ ଖଳାରେ ମେରିମୂଳେ ଜଳଖିଆ ବା କ୍ଷୀରୀ ଖେଚେଟି ଆଦି ଲକ୍ଷ୍ମୀଙ୍କୁ ଭୋଗ ଦେବା ଉତ୍ସବ —A ceremony accompanied by the offering of cooked or uncooked food to Goddess Lakshmī when the last grain is gathered from the grain yard.