Jump to content

ଖଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଳିଆ
ଉଚ୍ଚାରଣ: Khaḻiā

ଦେ. ବିଣ —

୧: ଖଳିପରି ଅଠାଲିଆ — ୧. Clayey; stickly; doughy.

୨: ଗେଙ୍ଗୁଟି ମିଶ୍ରିତ ଓ କୃଷିର ଅଯୋଗ୍ୟ (ମୃତ୍ତିକା) — ୨. Gravelly (soil).