ଖଳିକାଗଜ
ଦେଖଣା
ଖଳିକାଗଜ —
ଉଚ୍ଚାରଣ: Khaḻikāgaja
সিরিসকাগজ
ଦେ. ବି —
ଅଠାଉପରେ କାଚଗୁଣ୍ଡା ଛିଞ୍ଚା ହୋଇ ଶୁଖା ଯାଇଥିବା କାଗଜ; ସିରିସକାଗଜ — Sand paper.
[ଦ୍ର—ଏହାକୁ କାଠନିର୍ମିତ ବସ୍ତୁ ଉପରେ ଘଷିଲେ ତାହା ଚିକ୍କଣ ହୁଏ]