ଖଳିକାର
ଦେଖଣା
ଖଳିକାର —
ଉଚ୍ଚାରଣ: Khaḻikāra
ଦେ. ବି (ତୁଳ. ସଂ. ଖଳୀକାର=ଅନିଷ୍ଟକରଣ) —
ସାପୁଆ କେଳା — A snake-charmer.
ଖଳିକାର ନୋହି କଳା ନାଗକୁ ଚାଲିଲୁ ରେ— କବିସୂର୍ଯ୍ୟ—କିଶୋରୀଚମ୍ପୁ. ଖ ଗୀତ
ଖଳିକାର —
ଉଚ୍ଚାରଣ: Khaḻikāra
ଦେ. ବି (ତୁଳ. ସଂ. ଖଳୀକାର=ଅନିଷ୍ଟକରଣ) —
ସାପୁଆ କେଳା — A snake-charmer.
ଖଳିକାର ନୋହି କଳା ନାଗକୁ ଚାଲିଲୁ ରେ— କବିସୂର୍ଯ୍ୟ—କିଶୋରୀଚମ୍ପୁ. ଖ ଗୀତ