ଖଳିରୁଟି
ଦେଖଣା
ଖଳିରୁଟି —
ଉଚ୍ଚାରଣ: Khaḻiruṭi
ଦେ. ବି. —
ମଇଦାକୁ ଦଳି ଉକ୍ତ ଦଳାପିଣ୍ଡକୁ ପାଣିରେ ସିଦ୍ଧ କରିବା ପରେ ତହିଁରେ ପ୍ରସ୍ତୁତ ହେବା ରୁଟି — Bread prepared from flour after it is kneaded and the lump boiled in water.
[ଦ୍ର—ଏହା ସାଧାରଣ ରୁଟି ଅପେକ୍ଷା ନରମା ଓ ଲଘୁପାକ]