ଖଳୀନ
ଦେଖଣା
ଖଳୀନ —
ଉଚ୍ଚାରଣ: Khaḻīna
ସଂ. ବି. (ଖ=ମୁଖ+ଲୀନ=ସଂଲଗ୍ନ; ୟାହା ମୁହଁରେ ଲଗାଯାଏ) —
୧: କଜେଇ; ଘୋଡ଼ାର ମୁହଁରେ ଲଗାମ ବା ବଳ୍ଗାରେ ସଂଲଗ୍ନ ଲୌହ — ୧. The bit of the bridle of a horse (which passes through its mouth).
ବାହାରିଲେ ଦର୍ପେ କରି ଖଳୀନ ଚର୍ବଣ ମଧୁସୂଦନ. ଛନ୍ଦମାଳା
୨: ଘୋଡ଼ାର ଲଗାମ (ହି. ଶବ୍ଦସାଗର) — ୨. Bridle of a horse.