Jump to content

ଖଳେଧାନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଳେଧାନୀ
ଉଚ୍ଚାରଣ: Khḻedhānī

ସଂ. ବି (ଖଳେ=ଖଳାରେ+ଧା ଧାତୁ=ଧରିବା+ କର୍ତ୍ତୃ. ଅନ+ସ୍ତ୍ରୀ. ଈ) —

ଖଳାର ମେରି ବା ମଝିଖୁଣ୍ଟା — The centre-post of a threshing floor.