ଖଳୋକ୍ତି
ଦେଖଣା
ଖଳୋକ୍ତି —
ଉଚ୍ଚାରଣ: Khaḻokti
ସଂ. ବି (କର୍ମଧା; ଖଳ+ଉକ୍ତି) —
୧: ଗାଳି —୧. Abuse.
୨: ନୀଚବାକ୍ୟ; ଦୁଷ୍ଟଜନୋଚିତ ଭାଷା — ୨. Wicked language.
ଖଳୋକ୍ତି —
ଉଚ୍ଚାରଣ: Khaḻokti
ସଂ. ବି (କର୍ମଧା; ଖଳ+ଉକ୍ତି) —
୧: ଗାଳି —୧. Abuse.
୨: ନୀଚବାକ୍ୟ; ଦୁଷ୍ଟଜନୋଚିତ ଭାଷା — ୨. Wicked language.