Jump to content

ଖଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଶ
ଉଚ୍ଚାରଣ: Khaṡa

ସଂ. ବି. —

୧: କାଛୁ; କୁଣ୍ଡିଆ — ୧. Itches; scab.

୨: ଭାରତର ଉତ୍ତରରେ ଥିବା ପାର୍ବତ୍ୟ ଦେଶ ଓ ତହିଁର ଅଧିବାସିଗଣ — ୨. Name of a moutainous country in the northern India and its inhabitants.

[ଦ୍ର—ଉତ୍ତର ଭାରତର ଗଢ଼ବାଲ ଓ ତନ୍ନିକଟବର୍ତ୍ତୀ ଅଞ୍ଚଳର ପ୍ରାଚୀନ ନାମ ଏଥିର ଅଧିବାସୀମାନେ ପତିତ କ୍ଷତ୍ରିୟ ଥିବାର ବିଷୟ ମନୁସଂହିତାରେ ଲେଖାଅଛି ଏମାନଙ୍କ ବଂଶଧରମାନେ ନେପାଳ, କାଶ୍ମୀର ଆଦି ଅଞ୍ଚଳରେ ଖାସିଆ ନାମରେ ବିଖ୍ୟାତ ଏମାନେ ଆପଣାକୁ କ୍ଷତ୍ରିୟ ବୋଲି ପରିଚୟ ଦିଅନ୍ତି ଏମାନେ ଖୁବ୍ ପରିଶ୍ରମୀ ଓ ସାହସୀ ହି. ଶବ୍ଦସାଗର]