Jump to content

ଖଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଶା
ଉଚ୍ଚାରଣ: Khaṡā

ସଂ. ବି. ସ୍ତ୍ରୀ —

୧: ଦକ୍ଷକନ୍ୟା; କଶ୍ୟପ ପତ୍ନୀ — ୧. Name of wife of sage Kaṡyapa.

[ଦ୍ର—ଏ ପକ୍ଷ ଓ ରାକ୍ଷସମାନଙ୍କ ମାତା ଥିଲେ]

୨: ମୁରାନାମକ ଗନ୍ଧ ଦ୍ରବ୍ୟ — ୨. A kind of scented herb.

ବାସ୍ପ ଖଶା ଖସାଇଲା ବଡ଼ ଚିନ୍ତାକୁଳେ ବିଷ୍ଟି ହେଲା ଆଜ ମୋ ପୁତ୍ରଙ୍କ ଅନୁକୂଳେ—ଭଞ୍ଜ. ବୈଦେହୀଶବିଳାସ