Jump to content

ଖଶ୍ବାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଶ୍ବାସ
ଉଚ୍ଚାରଣ: Khaṡwāsa

ସଂ. ବି. (୬: ଷ୍ଠୀ ତତ୍; ଖ=ଆକାଶ+ଶ୍ବାସ) —

ବାଯୁ; ପବନ — Air; atmosphere.