ଖଶ୍ଲତ୍
ଦେଖଣା
ଖଶ୍ଲତ୍ —
ଉଚ୍ଚାରଣ: Khaṡlat
খসলত্
खसलत
ବୈଦେ. ବି. (ଫା. ଖସ୍ଲତ୍=ସ୍ବଭାବ; ପ୍ରକୃତ) —
୧: ସ୍ବଭାବ; ପ୍ରକୃତି —୧. Nature.
୨: ଅଭ୍ୟାସ; ଖୋଇ —୨. Habit.
୩: ଦୁଷ୍ଟପଣ; ଦୁଷ୍ଟକର୍ମ —୩. Wicked act; wickedness.
୪: ଜ୍ଞାନକୃତ ତ୍ରୁଟୀ — ୪. Conscious defect; culpable negligence.
ଏଥିରେ ପୁଣି ଗ୍ରନ୍ଥକାରଙ୍କର ଖଶ୍ଲତ୍ ଅଛି—ଫକୀରମୋହନ.ଛମାଣଆଠଗୁଣ୍ଠ