Jump to content

ଖଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଷ
ଉଚ୍ଚାରଣ: Khasha

ସଂ. ବି. —

ଖଶ (ଦେଖ) Khaṡa (See)

ବଶିଷ୍ଟ ବ୍ରାହ୍ମତେଜ ଜନିତ ଖଷ ଶକ—ନନ୍ଦେ-ଦା-ପ-ନା

ବୈଦେ. ଫା. ପ୍ରାଦେ. (ସମ୍ବଲପୁର) ବି. (ଢୁଳ. ହି. ଖସ୍ଖସ୍; ଫା. ଖସ୍; ବଂ. ଖସ୍ଖସ୍) —

୧: ବେଣା (ଦେଖ) ୧. Beṇā (See)

୨: ବେଣାଚେର —୨. The root of Beṇā grass.