Jump to content

ଖଷ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଷ୍ଣ
ଉଚ୍ଚାରଣ: Khashṇa

ସଂ. ବି. (ଖଷ୍ ଧାତୁ+ଭାବ ନ) —

୧: କ୍ରୋଧ — ୧. Anger.

୨: ବଳାତ୍କାର —୨. Use of force; violence.

୩: ଅତ୍ୟାଚାର —୩. Oppression. (M.W.)