Jump to content

ଖସଖସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖସଖସ
ଉଚ୍ଚାରଣ: Khasakhasa

ଦେ. ଅ. (ଧ୍ଵନ୍ୟନୁକରଣ) —

୧: ଶୁଖିଲା ଲୁଗା ବା ଚମଡ଼ା ପରସ୍ପରସଙ୍ଗେ ଘସିହେବାର ଓ ଶୁଖିଲା ପତ୍ର ଉପରେ ପାଦକ୍ଷେପ କରିବାର ଶବ୍ଦ — ୧. Rustling sound produced by treading on dry leaves or by the friction of dry and soft things, e.g. clothes, leather.

୨: ଖସଖସିଆ (ଦେଖ) ୨. Khasakhasiā (See)

ପ୍ରାଦେ. (ସମ୍ବଲପୁର) ବି. (ସଂ. ଖସ୍ଖସ) —

ପୋସ୍ତଦାନା —Poppy seed.

ବୈଦେ. (ଫା. ଖସ୍) —

ବେଣାଚେର — The fibrous root of Beṇā grass.