Jump to content

ଖସଡ଼ା ଖତିଆନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖସଡ଼ା ଖତିଆନ୍
ଉଚ୍ଚାରଣ: khasaṟḍ̠ā khatiān
খসড়া খতিয়ান खसराखतियोनी

ଦେ. ବି. (ସହଚର) —

ସେଟ୍ଲ୍ମେଣ୍ଟରେ ପ୍ରସ୍ତୁତ କରାଯିବା ଅସମ୍ପୂର୍ଣ୍ଣ ଭୂସ୍ବତ୍ବନିର୍ଣ୍ଣାୟକ ତାଲିକା ଏବଂ ସମ୍ପୂର୍ଣ୍ଣ ଓ ସଂଶୋଧିତ ଦଲିଲ — Incomplete (rough) and complete (finally published) Records of Rights prepared in the course of a Revenue Settlement.