ଖସଡ଼ିବା
ଦେଖଣା
ଖସଡ଼ିବା —
ଉଚ୍ଚାରଣ: Khasaṟḍ̠ibā
পিছলা
खिसलना, फिसलना
ଦେ. କ୍ରି (ସଂ. ସ୍ଖଳନ) —
(ଗୋଡ଼) ଘସିଯିବା — To slip or lose one's footing on a slippery ground (said of the leg).
ଚାଲୁ ଚାଲୁ ଅତି ସାବଧାନେ ଖସଡ଼ି ତା ଗୋଡ଼—ରାଧାନାଥ. ମହାୟାତ୍ରା