ଖସରା
ଦେଖଣା
ଖସରା —
ଉଚ୍ଚାରଣ: Khasarā
ଗ୍ରା. ବି. —
୧: ଅଧିକାର — ୧. Authority.
୨: କାଦୁଆ ଯୋଗୁଁ ଗୋଡ଼ ଖସିଯିବାର ଭଳି ପଥ — ୨. Slippery road.
ପ୍ରାଦେ. (ସମ୍ବଲପୁର) ବି —
ଖସଡ଼ା; ଚିଠା —Draft.
ଦେ. ବିଣ —
ଖସଡ଼ା —Slippery.
ଖସରା —
ଉଚ୍ଚାରଣ: Khasarā
ଗ୍ରା. ବି. —
୧: ଅଧିକାର — ୧. Authority.
୨: କାଦୁଆ ଯୋଗୁଁ ଗୋଡ଼ ଖସିଯିବାର ଭଳି ପଥ — ୨. Slippery road.
ପ୍ରାଦେ. (ସମ୍ବଲପୁର) ବି —
ଖସଡ଼ା; ଚିଠା —Draft.
ଦେ. ବିଣ —
ଖସଡ଼ା —Slippery.