Jump to content

ଖସରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖସରିବା
ଉଚ୍ଚାରଣ: Khasaribā
পিছলা खिसलना

ଗ୍ରା. କ୍ରି —

ଖସଡ଼ା ଜାଗାରେ ଗୋଡ଼ ଖସିଯିବା — To slip or lose one's footing on a slipppery ground.

ଖସରି ତା ଗୋଡ଼ ଦୁଷ୍ଟ ପଡ଼ିଲା କଚାଡ଼ି—ରାଧାନାଥ. ମହାୟାତ୍ରା

ପ୍ରାଦେ. (ସମ୍ବଲପୁର) କ୍ରି —

୧: ଘୁଞ୍ଚିବା —୧. To move.

୨: ତଳକୁ ଘୁଞ୍ଚିବା —୨. To move down wards.

୩: ଗୋଡ଼ ଖସି କଚଡ଼ାଖାଇ ପଡ଼ିବା — ୩. To fall down by the slipping of legs.