Jump to content

ଖସାଲଡ଼ୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖସାଲଡ଼ୁ
ଉଚ୍ଚାରଣ: Khasālaṟḍ̠u

ଦେ. ବି. —

ରାଶି ଓ ଗୁଡ଼ରେ ପ୍ରସ୍ତୁତ ଲଡ଼ୁବିଶେଷ — A sweetmeat prepared from sesamum seed and sugar.