ଖାଁ
ଦେଖଣା
ଖାଁ —
ଉଚ୍ଚାରଣ: Khāñ
খাঁ
खान
ବୈଦେ. ବି (ତାତାର୍ ବା ମୋଗଲଭାଷାର ଶବ୍ଦ କାଙ୍ରୁ ଆଗତ ଫା. ଖାନ୍) —
୧: ବିଦ୍ବାନ୍ ଓ ଧନୀ ମୁସଲମାନଙ୍କ ଉପାଧିବିଶେଷ — ୧. A title of respect among the Muslims.
୨: ଖିଲ୍ଲାଟ୍ ପ୍ରଭୃତି କେତେକ ମୁସଲମାନ୍ ରାଜ୍ୟର ରାଜାଙ୍କ ଉପାଧି —୨. Title of the ruler of some Muslim States (e.g. Khillat).