Jump to content

ଖାଁ ଖାଁ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଁ ଖାଁ କରିବା
ଉଚ୍ଚାରଣ: Khāñ khāñ karibā
খাঁ খাঁ করা

ଦେ. କ୍ରି —

କୌଣସି ସ୍ଥାନ ନିର୍ଜନତା ଯୋଗୁଁ ଆଗନ୍ତୁକ ବ୍ୟକ୍ତିର ମନରେ ଭୟ ଜନ୍ମାଇବା— (ଯଥା—ଏ ଜାଗାଟା ଖାଁ ଖାଁ କରୁଛି) — (a place) To cause a feeling of fear for its solitude (as if the place is coming to eat you up).