Jump to content

ଖାଁ ସାହେବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଁ ସାହେବ
ଉଚ୍ଚାରଣ: Khāñ Sāheb
খাঁ সাহেব खान साहेब

ବୈଦେ. ବି. (ଫା. ଖାନ୍+ଆ. ସାହିବ୍) —

ବଡ଼ଲାଟଙ୍କ ପ୍ରଦତ୍ତ ବିଶିଷ୍ଟ ମୁସଲମାନଙ୍କ ଉପାଧିବିଶେଷ — A title of distinction given to eminent Muslims of India by the Viceroy.